ପ୍ରଫେସର ଦେଉଥିଲେ ନିର୍ଯାତନା ସହି ନ ପାରି ଏମିତି ନୋଟ ଲେଖି ଚରମ ନିଷ୍ପତ୍ତି ନେଲେ ଡାକ୍ତରୀ ଛାତ୍ରୀ ନୂଆଦିଲ୍ଲୀ,୧୯।୭: ଗ୍ରେଟର ନୋଏଡାର ନଲେଜ ପାର୍କ ଥାନା ଅଞ୍ଚଳରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏବେ ଶିକ୍ଷକ-ଛାତ୍ରୀଙ୍କ ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନ। ଶୁକ୍ରବାର ରାତିରେ ଛାତ୍ରୀ ଜଣକ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ଶନିବାର…