”ଟ୍ରଫି ନିଜ ସମ୍ପତ୍ତି ନୁହେଁ, ଘରକୁ ନେଇ ପଳେଇଲ”; ଏସିସି ବୈଠକରେ ନକଭିଙ୍କୁ ଟ୍ୟୁସନ କଲେ ରାଜୀବ ଶୁକ୍ଳା
ନୂଆଦିଲ୍ଲୀ,୩୦।୯: ଏସିଆ କପ୍ ୨୦୨୫ ଫାଇନାଲ୍ ପରେ ଟ୍ରଫି ହସ୍ତାନ୍ତର ବିବାଦକୁ ନେଇ ମଙ୍ଗଳବାର ଏସିଆନ୍ କ୍ରିକେଟ୍ କାଉନସିଲ (ଏସିସି) ବୈଠକରେ ବିସିସିଆଇ ପିସିବି ଓ ଏସିସି ଅଧ୍ୟକ୍ଷ ମୋହସିନ ନାକଭିଙ୍କୁ କଠୋର ପ୍ରଶ୍ନ କରିଛି। ଭାରତ ନାକଭିଙ୍କ ହାତରୁ ଟ୍ରଫି…
ମୋ ଆଗରେ ସେ ନେଇଚାଲିଗଲେ…ନକଭିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୩୦।୯: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଏସିଆ କପ ୨୦୨୫ ଜିତିଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଟ୍ରଫି ଗ୍ରହଣ କରିପାରି ନ ଥିଲେ। PCB ମୁଖ୍ୟ ଏବଂ ACC ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ…
Asia Cup 2025 Prize Money: ପାକିସ୍ତାନକୁ ହରାଇବା ପରେ ମାଲାମାଲ ହେଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କେତେ ମିଳିଲା ପ୍ରାଇଜ ମନି…
ଦୁବାଇ,୨୯।୯: ଭାରତୀୟ ଦଳ ୨୦୨୫ ଏସିଆ କପ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ନବମ ଥର ପାଇଁ ଏସିଆ କପ ଜିତିଥିଲା। ୨୦୧୬ ପୁରୁଷ ଟଇ-୨୦ ଏସିଆ କପ ପରେ ଏହି ଫର୍ମାଟରେ ଟିମ ଇଣ୍ଡିଆର ଏହା ଦ୍ୱିତୀୟ…
BCCIର ବଡ଼ ଅଭିଯୋଗ, ଟିମ ଇଣ୍ଡିଆର ପଦକ-ଟ୍ରଫି ସବୁ ‘ଚୋରି’ କରି ନେଇଛନ୍ତି ନକଭି
ଦୁବଇ,୨୯।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ତିଲକ ବର୍ମାଙ୍କ ପ୍ରଭାବଶାଳୀ ଏବଂ ସ୍ମରଣୀୟ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ରେକର୍ଡ ୯ମ ଥର ପାଇଁ ଏସିଆ…
ଏହି ଖେଳାଳିଙ୍କ ପ୍ରତି ଅନ୍ୟାୟ କରିଦେଲେ ଗମ୍ଭୀର, BCCIକୁ ତୀବ୍ର ସମାଲୋଚନା
ନୂଆଦିଲ୍ଲୀ,୨୫।୯: ବେଙ୍ଗଲର ଷ୍ଟାର କ୍ରିକେଟର ଅଭିମନ୍ୟୁ ଇସ୍ୱରନ ଗତ ତିନି ସିଜନ ଧରି ଭାରତୀୟ ଦଳରେ ଅଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ଦଳରେ ଥିଲେ, କିନ୍ତୁ ଖେଳିବାର ସୁଯୋଗ…
ଆଶଙ୍କାରେ ବିରାଟ କୋହଲିଙ୍କ ଦିନିକିଆ ଭବିଷ୍ୟତ, ଚୟନକର୍ତ୍ତାଙ୍କ କଥା ମାନୁ ନାହାନ୍ତି
ମୁମ୍ବାଇ,୨୩।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିରାଟ କୋହଲିଙ୍କ ସହ ତାଙ୍କ ଦିନିକିଆ ଭବିଷ୍ୟତ ନେଇ ଆଲୋଚନା କରିଥିଲେ, କିନ୍ତୁ କୋହଲିଙ୍କ ତରଫରୁ ‘ଯୋଗାଯୋଗର ଅଭାବ’ ଦେଖାଦେଇଛି ବୋଲି ରିପୋର୍ଟରୁ ଜଣାପଡିଛି। କୋହଲି ଟେଷ୍ଟ ଓ ଟି-୨୦ରୁ…
ଚେନ୍ନାଇ ସୁପର କିଙ୍ଗର ପୂର୍ବତନ ଖେଳାଳି ହେବେ BCCIର ନୂଆ ପ୍ରେସିଡେଣ୍ଟ
ମୁମ୍ବାଇ,୨୧।୯: ଜମ୍ମୁ ଓ କଶ୍ମୀରରୁ ଭାରତୀୟ ପ୍ରିମିୟର ଲିଗ (IPL) ରେ ଖେଳିଥିବା ପ୍ରଥମ ଖେଳାଳି ମିଥୁନ ମାନହସ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ର ନୂଆ ସଭାପତି ହେବାକୁ ଯାଉଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ମାନହସ ରୋଜର…
ଭାରତୀୟ କ୍ରିକେଟ ଦଳର ନୂଆ ସ୍ପନସର ହେଲା ଏହି କମ୍ପାନୀ, BCCIକୁ ମିଳିବ ଏତିକି ଟଙ୍କା
ମୁମ୍ବାଇ,୧୬।୯: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର ଭାବେ ଆପୋଲୋ ଟାୟାର୍ସକୁ ୨୦୨୭ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ଡ୍ରିମ୍୧୧କୁ ବାଦ ଦେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏହି ନିଷ୍ପତ୍ତି ନେଇଛି। ଆପୋଲୋ ଟାୟାର୍ସ ପ୍ରତି ମ୍ୟାଚ ପାଇଁ…
India vs Pakistan: ପାକିସ୍ତାନ ସହ ଭାରତ ନ ଖେଳିଲେ କେତେ ଟଙ୍କାର କ୍ଷତି ସହିବ BCCI ?
ଦୁବାଇ,୧୪।୯: ଏପ୍ରିଲ୍ରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଏବେ ମଧ୍ୟ ରୋଷ ପ୍ରବଳ ରହିଛି। ଏହାର କାରଣରୁ ଏସିଆ କପ୍ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ବୟକଟ୍ କରିବାକୁ ଦାବି ବଢ଼ିଛି। ସୋମବାର ରାତି ୮ଟାରେ ଆରମ୍ଭ ହେବାକୁ…
ଆଗାମୀ BCCI ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର? ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି। ତେନ୍ଦୁଲକରଙ୍କ…
ଲଣ୍ଡନରେ ଫିଟନେସ ପରୀକ୍ଷା ଦେଲେ ବିରାଟ କୋହଲି, BCCIର କୋହଳ ମନବୃତି ପାଇଁ ଉଠିଲା ପ୍ରଶ୍ନ
ମୁମ୍ବାଇ,୩ା୯: ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ବେଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେଉଥିବା ବେଳେ, ବିରାଟ କୋହଲି ଏକମାତ୍ର ସକ୍ରିୟ ଖେଳାଳି ଭାବେ ଲଣ୍ଡନରେ ଏହି ପରୀକ୍ଷା ଦେଇଛନ୍ତି, ଯେଉଁଠାରେ ସେ ବର୍ତ୍ତମାନ ପରିବାର ସହ…
ଧୋନିଙ୍କୁ BCCIରୁ ମିଳିଲା ବଡ଼ ଅଫର, ହେଲେ ପୋଲ୍ ଖୋଲିଦେଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୩୧।୮: ଭାରତୀୟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏହା ପରେ, ଦଳର ନଜର ଆସନ୍ତା ବର୍ଷ ହେବାକୁ ଥିବା T20 ବିଶ୍ୱକପ ଉପରେ। ଖବର ଅଛି ଯେ ମହେନ୍ଦ୍ର ସିଂହ ଧୋନି ୨୦୨୬ ଟି୨୦ ବିଶ୍ୱକପ…
Archives


