ଆଜିଠୁ ଏସିଆ କପ୍ ହକି, ମୁହାଁମୁହିଁ ହେବେ ୮ ଟିମ୍
ପାଟ୍ନା,୨୯ା୮: ଆଜି ଅର୍ଥାତ୍ ଶୁକ୍ରବାରଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଏସିଆ ମହାଦେଶର ୮ଟି ଟିମ୍ ମୁହାଁମୁହିଁ ହେବେ। ପୁଲ...
ଅଧିନାୟକତ୍ବ ନିଷ୍ପତ୍ତିରେ ଫସିଲା BCCI: ଶ୍ରେୟସ ଆୟରଙ୍କୁ ମିଳିପାରେ ଦିନିକିଆ ଅଧିନାୟକ ପଦ
ମୁମ୍ବାଇ,୨୧।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦିନିକିଆ ଓ ଟି-୨୦ରେ ଅଲଗା ଅଲଗା ଅଧିନାୟକତ୍ବ ନିଷ୍ପତ୍ତି ନେଇଛି। ସୂତ୍ର ଅନୁସାରେ, ଶ୍ରେୟସ ଆୟର ଦିନିକିଆ ଦଳର ପରବର୍ତୀ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ଅନ୍ୟପକ୍ଷରେ, ଶୁଭମନ...
Bronco Test କ’ଣ: ୬ ମିନିଟ୍ ଏହି କାମ ନ କଲେ ଟିମ୍ ଇଣ୍ଡିଆରେ ମିଳିବନି ସ୍ଥାନ
ନୂଆଦିଲ୍ଲୀ,୨୧।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି। ଏହି ନିୟମର ନାମ ହେଉଛି ବ୍ରୋଙ୍କୋ ଟେଷ୍ଟ। ଏହାକୁ ରଗ୍ବିରୁ କ୍ରିକେଟକୁ ନିଆଯାଇଛି। ଏହା ଖେଳାଳିଙ୍କ ଏରୋବିକ...
ଅଗରକରଙ୍କୁ ବଡ଼ ଉପହାର ଦେଲା BCCI
ନୂଆଦିଲ୍ଲୀ,୨୧।୮: ଏସିଆ କପ ୨୦୨୫ ଦଳ ଚୟନ ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏକ ବିଶେଷ ଉପହାର ଦେଇଛି। ଅଜିତ ଅଗରକରଙ୍କୁ ଜୁନ ୨୦୨୩ରେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା କରାଯାଇଥିଲା। ତାଙ୍କର...
ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା
ମୁମ୍ବାଇ,୧୯।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ହରମନପ୍ରୀତ କୌର ପ୍ରଥମ ଥର ପାଇଁ ୫୦ ଓଭର ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ। ଷ୍ଟାର...
BCCI ଆଣିଲା ନୂଆ ନିୟମ, ଏଣିକି ଗମ୍ଭୀର ଆଘାତ ଯୋଗୁ…
ନୂଆଦିଲ୍ଲୀ,୧୬।୮: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନିକଟରେ ଇଂଲଣ୍ଡ ଗସ୍ତରେ ଗମ୍ଭୀର ଆଘାତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲର୍ଡସ ଟେଷ୍ଟ ସମୟରେ ଉଇକେଟ କିପିଂ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହାପରେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ଗୋଡ଼ରେ...
ବିରାଟ-ରୋହିତଙ୍କ ପଛରେ ହାତଧୋଇ ପଡ଼ିଛି BCCI, ଏବେ ରଖିଲା ଏମିତି ସର୍ତ୍ତ
ନୂଆଦିଲ୍ଲୀ,୧୦।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନିଷ୍ପତ୍ତି ନେଇଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ୨୦୨୭ ODI ବିଶ୍ୱକପ ଖେଳିବାକୁ ଅନୁମତି ଦିଆଯିବ ନାହିଁ! ଅତି କମରେ BCCIର ବର୍ତ୍ତମାନର କାର୍ଯ୍ୟକଳାପ ଏହି ଦିଗକୁ ଇଙ୍ଗିତ କରୁଛି।...
କାନ୍ଦିଲେ ଗୌତମ ଗମ୍ଭୀର, ସାମ୍ନାକୁ ଆସିଲା ଭିଡିଓ
ନୂଆଦିଲ୍ଲୀ,୫।୮: ଶୁବମନ ଗିଲଙ୍କ ଯୁବ ଭାରତୀୟ ଦଳ ଇଂଲଣ୍ଡ ଯାଇ ଇତିହାସ ସୃଷ୍ଟି କରିଛି। ଅଗଷ୍ଟ ୪ରେ ଓଭାଲ ଟେଷ୍ଟର ଶେଷ ଦିନରେ ଭାରତୀୟ ଦଳ ମାତ୍ର ୬ ରନରେ ଆୟୋଜକ ଦଳକୁ ପରାସ୍ତ କରିଥିଲା। ଯାହା ସହିତ ପାଞ୍ଚ...
Rohit Sharma Net Worth: ରୋହିତ ଶର୍ମାଙ୍କ ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍
ମୁମ୍ବାଇ,୧।୮: କ୍ରିକେଟର ରୋହିତ ଶର୍ମା କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୫ରେ ‘ହିଟମ୍ୟାନ’ଙ୍କ ମୋଟ ସମ୍ପତ୍ତି ୨୧୮ କୋଟିରୁ ୨୮୦ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ରୋହିତ ଏବେ ଟେଷ୍ଟ ଏବଂ...
Asia Cup 2025: ଭାରତ, ପାକିସ୍ତାନ ଗୋଟିଏ ଗ୍ରୁପରେ ଖେଳିବା ସମ୍ଭାବନା, ପାକିସ୍ତାନ ଜିଦ ଆଗରେ ମୁଣ୍ଡ ନୁଆଁଇଲା BCCI
ନୂଆଦିଲ୍ଲୀ,୨୪।୭: ଏସିଆ କପ୍ ୨୦୨୫ ପାଇଁ ଭାରତ ଓ ପାକିସ୍ତାନ ଏକ ଗ୍ରୁପରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ବହୁ ପ୍ରତୀକ୍ଷିତ ଟି-୨୦ ଟୁର୍ଣ୍ଣାମେଣ୍ଟ ଅନିଶ୍ଚିତତାରେ ଥିବା ବେଳେ, ଏବେ ଏହାର...
ଭାରତ ବଡ଼ ଝଟ୍କା: ଇଂଲଣ୍ଡ ବିପକ୍ଷ ସିରିଜ୍ ମଝିରୁ ବିଦା ହେଲେ ୨ ଖେଳାଳି
ନୂଆଦିଲ୍ଲୀ,୨୧।୭: ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଆଘାତ ଯୋଗୁ ଚତୁର୍ଥ ଟେଷ୍ଟ ଏବଂ ନୀତିଶ କୁମାର ରେଡ୍ଡିଙ୍କୁ ସମଗ୍ର ସିରିଜରୁ ବାଦ ଦିଆଯାଇଛି। ବିସିସିଆଇ ଅପଡେଟ ହୋଇଥିବା ଦଳ ଘୋଷଣା କରିଛି। ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ...
ଏସିଆ କପ ୨୦୨୫ ବୟକଟ କରିବ BCCI! ପଛରେ ରହିଛି ବଡ଼ କାରଣ
ନୂଆଦିଲ୍ଲୀ,୧୯।୭:ଏସିଆ କପ ୨୦୨୫ ଆୟୋଜନକୁ ନେଇ ସମସ୍ୟା ଦେଖାଦେଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏସୀୟ କ୍ରିକେଟ ପରିଷଦ (ACC)ର ବାର୍ଷିକ ବୈଠକ ସମ୍ପର୍କରେ ଏକ ବଡ଼ ମତ ରଖିଛି। ଏହି ବୈଠକ ଜୁଲାଇ ୨୪ରେ ବାଂଲାଦେଶର ରାଜଧାନୀ...
Archives


