ନକଭିଙ୍କୁ ଚେତାବନୀ ଦେଲା BCCI, ଯେତେଶୀଘ୍ର ପାରୁଛ ଭାରତକୁ ଟ୍ରଫି ଫେରାଅ ନଚେତ… ନୂଆଦିଲ୍ଲୀ,୨୧।୧୦: ଟିମ ଇଣ୍ଡିଆକୁ ଏସିଆ କପ୍ ୨୦୨୫ର ଟ୍ରଫି ହସ୍ତାନ୍ତର ନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିସିସିଆଇ ଏସୀୟ କ୍ରିକେଟ ପରିଷଦ(ଏସିସି) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ଏକ…