ଭାରତୀୟ କ୍ରିକେଟ ଦଳର ନୂଆ ସ୍ପନସର ହେଲା ଏହି କମ୍ପାନୀ, BCCIକୁ ମିଳିବ ଏତିକି ଟଙ୍କା ମୁମ୍ବାଇ,୧୬।୯: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର ଭାବେ ଆପୋଲୋ ଟାୟାର୍ସକୁ ୨୦୨୭ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ଡ୍ରିମ୍୧୧କୁ ବାଦ ଦେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏହି ନିଷ୍ପତ୍ତି ନେଇଛି। ଆପୋଲୋ ଟାୟାର୍ସ ପ୍ରତି ମ୍ୟାଚ...