ଟିମ ଇଣ୍ଡିଆର ମନୋବଳ ବଢ଼ାଇଲେ BCCI ସଚିବ ଦେବଜିତ ସାଇକିଆ, ପରବର୍ତ୍ତୀ ମ୍ୟାଚ ପୂର୍ବରୁ ଦେଲେ ବଡ଼ ବୟାନ ନୂଆଦିଲ୍ଲୀ,୨୪।୨: ରବିବାର, ଫେବୃଆରୀ ୨୨ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା T20 ବିଶ୍ୱକପ ୨୦୨୬ର ସୁପର ୮ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ୭୬ରନରେ ପରାସ୍ତ ହୋଇଛି। ଏହି ପରାଜୟ ଯୋଗୁ ଟିମ ଇଣ୍ଡିଆର ସେମିଫାଇନାଲ ଯିବାର…