ମହମ୍ମଦ ଶାମିଙ୍କ ଅଭିଯୋଗ ପରେ ବଡ଼ ନିୟମ ପରିବର୍ତ୍ତନ କଲା BCCI, ହଟାଇଲା ପ୍ରତିବନ୍ଧକ… ମୁମ୍ବାଇ,୨୦ା୩: ବିସିସିଆଇ ଗୁରୁବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗରେ ବଲ୍ ଉପରେ ଲାଳ ବ୍ୟବହାର ଉପରେ ପ୍ରତିବନ୍ଧକ ହଟାଇଛି। ଅଧିକାଂଶ ଅଧିନାୟକ ଏହାର ପ୍ରସ୍ତାବରେ ସହମତ ହେବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ମୁମ୍ବାଇରେ ଅଧିନାୟକ ମାନଙ୍କ ବୈଠକରେ...