bateswar beach in ganjam

ଖୋଲିଲା ବଟେଶ୍ୱର ବେଳାଭୂମି: ପର୍ଯ୍ୟଟକ ମହଲରେ ଖୁସିର ଲହରି

ଗଞ୍ଜାମ,୧୪ା୫(ବିଦ୍ୟାଧର ସାହୁ): ବିରଳ ଅଲିଭ୍‌ ରିଡେଲ କଇଁଛଙ୍କ ମିଳନ, ଗଣ ଅଣ୍ଡାଦାନ ଏବଂ ପରେ ଛୁଆ କଇଁଛଙ୍କ ସମୁଦ୍ରକୁ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ…

7 months ago