ବରୁଣେଇରେ ବାର୍ହା ଆତଙ୍କ, ଉଦ୍ଧାର ପାଇଁ ଯାଇ ଫସିଲା ପୋଲିସ ଖୋର୍ଦ୍ଧା,୫ା୧୦: ଜିଲ୍ଲାର ବରୁଣେଇ ପାହାଡ଼ରେ ଏକ ହିଂସ୍ର ବାର୍ହାର ଆତଙ୍କ ଯୋଗୁଁ ୩୦ରୁ ଅଧିକ ପର୍ଯ୍ୟଟକ ଓ ଉଦ୍ଧାରକାରୀ ଟିମ୍ ଗଛ ଉପରେ ଫସି ରହିଛନ୍ତି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ନିଖୋଜ ଥିବା ବେଳେ ଜଣେ ପର୍ଯ୍ୟଟକ ଆହତ…