ସରକାରୀ ଡାକ୍ତରଖାନାରୁ ଦୁଇ ଶିଶୁଙ୍କୁ ଅପହରଣ ବେଳେ ଧରାପଡ଼ିଲେ ମହିଳା ବାରିପଦା,୯।୩: ମୟୂରଭଞ୍ଜ ଜିଲାର ବାରିପଦାରେ ଥିବା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍ଏଚ୍) ରୁ ଜଣେ ମହିଳା ଦୁଇ ଶିଶୁ ଶିଶୁଙ୍କୁ ଅପହରଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମହିଳା ଜଣକ ମୟୂରଭଞ୍ଜ ଜିଲାର ରସଗୋବିନ୍ଦପୁର ପୋଲିସ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର...