ମେଶିନ ଅଚଳରୁ ଅଧାରୁ ଅଟକିଥିଲା ଅସ୍ତ୍ରୋପଚାର, ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା କମିଶନ ସଦସ୍ୟା ବରଗଡ଼,୨୦ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଜନନୀ ଓ ଶିଶୁ ଚିକିତ୍ସାଳୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ମେଶିନ ଅଚଳ ଯୋଗୁ ଅସ୍ତ୍ରୋପଚାର ଅଧାରେ ଅଟକିବା ଘଟଣାକୁ ମହିଳା କମିଶନ ଗୁରୁତ୍ୱର ସହିତ ନେଇଛି। ଏହି...