‘ଆଇ ଲଭ ମୁହମ୍ମଦ୍’ ପୋଷ୍ଟର ପାଇଁ ବିବାଦ: ୪୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ ନୂଆଦିଲ୍ଲୀ,୨।୧୦: ଉତ୍ତରପ୍ରଦେଶର ବାରେଲୀ ଅଂଚଳରେ ‘ଆଇ ଲଭ ମୁହମ୍ମଦ୍’ ପୋଷ୍ଟର ବିବାଦ ଓ ଆଗାମୀ ଦଶହରା-ଦୁର୍ଗାପୂଜା ଉତ୍ସବ ପୂର୍ବରୁ ସମ୍ପ୍ରଦାୟିକ ବିବାଦ ବା ହିଂସା ରୋକିବାକୁ ଗୁରୁବାର ସନ୍ଧ୍ୟାରୁ ଶନିବାର ୩ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା...