ଭୁବନେଶ୍ବରରେ ରାବଣପୋଡ଼ି ଉତ୍ସବରେ ଚାଞ୍ଚଲ୍ୟ: ୧୫୦ରୁ ଅଧିକ ମୋବାଇଲ୍ ଚୋରି ଭୁବନେଶ୍ୱର,୩।୧: ରାଜଧାନୀ ଭୁବନେଶ୍ବରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବରମୁଣ୍ଡା ଦଶହରା ପଡ଼ିଆ ଅନ୍ୟତମ ଆକର୍ଷଣର କେନ୍ଦ୍ର ଥିଲା, ଯେଉଁଠାରେ ଏକ ୭୦ ଫୁଟ...