୨୪ତାରିଖରୁ ବରଗଡ଼ ଧନୁଯାତ୍ରା: ଗୋପପୁର କଳାକାରଙ୍କ ଅଭ୍ୟାସ ଆରମ୍ଭ ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ମହୋତ୍ସବ ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଚାଲିବ। ଏଥିପାଇଁ ପୂର୍ବରୁ ମଥୁରା ନଗରୀ କଳାକାରଙ୍କ ଅଭ୍ୟାସ...