୨୦ରୁ ଅଧିକ ସହରରେ କୁକୁର ବୁଲାଇବା ଉପରେ ଲାଗିଲା ପ୍ରତିବନ୍ଧକ, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ତେହେରାନ,୯।୬: ସାମାଜିକ ବ୍ୟବସ୍ଥା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଇରାନ ୨୦ରୁ ଅଧିକ ସହରରେ କୁକୁର ବୁଲିବା ଉପରେ ନିଷେଧାଦେଶ ଜାରି କରିଛି। ତେହେରାନ-ଭିତ୍ତିକ ଫରାଜ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଯେଉଁ ସହରଗୁଡ଼ିକରେ ଏହି ନିଷେଧ ଲାଗୁ କରାଯାଇଛି...