ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର: ଉଠାଇନେଲା… ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍ଡୋଜର ବୁଲଛି। ୨୦ରୁ ଊଦ୍ଧର୍ବ ବ୍ୟକ୍ତିଙ୍କୁ ଉଠାଇ ସେଲ୍ଟର ହୋମକୁ ଜିଲା ପ୍ରଶାସନ ନେଇଛି। ବେହେରାମପୁର...