ଭୁବନେଶ୍ୱର,୨୧।୧୧: ଓଡ଼ିଶାର ଉପକୂଳ ଓ ଅନ୍ତଃସ୍ଥଳ ଜିଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଜିଲା ପ୍ରଶାସନର ଯୁଗ୍ମ ଅଭିଯାନ ଜୋରଧରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,…