Bangladesh Elections: ବାଂଲାଦେଶୀ ହିନ୍ଦୁଙ୍କୁ ମିଳିବ ଆଶ୍ୱସ୍ତି! ଘୋଷଣା ପତ୍ରରେ ବଡ଼ କଥା କହିଲା BNP ଢାକା,୭।୨: ବାଂଲାଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ଏହା ଭାରତ ସମେତ ସମସ୍ତ ପଡ଼ୋଶୀ ଦେଶ ସହିତ ସମ୍ପର୍କ ସୁଧାରିିବ। ସୀମାରେ ହତ୍ୟା ଏବଂ…