ବାଂଲାଦେଶ କ୍ରିକେଟରଙ୍କୁ ମିଳୁଛି ହତ୍ୟା ଧମକ, ଅଧ୍ୟକ୍ଷ କହିଲେ… ଢାକା,୧୬।୧: ବାଂଲାଦେଶ କ୍ରିକେଟରେ ବର୍ତ୍ତମାନ କିଛି ଭଲ ଚାଲିଛି ନାହିଁ। ଗୁରୁବାର, ବାଂଲାଦେଶ କ୍ରିକେଟର୍ସ ୱେଲଫେୟାର ଆସୋସିଏସନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ BCB ନିର୍ଦ୍ଦେଶକ ନଜମୁଲ ଇସଲାମଙ୍କୁ ତାଙ୍କ ପଦବୀରୁ ହଟାଇବା ପର୍ଯ୍ୟନ୍ତ କୌଣସି ଖେଳାଳି...