IPL 2025ରେ ‘ବଲ୍ ଟ୍ୟାମ୍ପରିଂ’? ପୁଣି ବ୍ୟାନ୍ ହୋଇପାରେ CSK, କ୍ୟାମେରାରେ କଏଦ ଭିଡିଓ ଭାଇରାଲ୍ ଚେନ୍ନାଇ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (CSK) ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ୪ ୱିକେଟରେ ବିଜୟ ହାସଲ କରିଛି। ଷ୍ଟମ୍ପ ପଛରେ MS ଧୋନିଙ୍କ ଷ୍ଟମ୍ପିଂ ସହିତ...