ICCର ଏହି ନିୟମକୁ ନେଇ ରାଗିଗଲେ ଗିଲ୍: ଏତେ ବର୍ଷ ପରେ ମଧ୍ୟ କାହିଁକି…
ନୂଆଦିଲ୍ଲୀ,୨୩।୧୧: ICCର ଏକ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ବଲ ଚମକାଇବା ପାଇଁ ଲାର୍ (Saliva) ବ୍ୟବହାର ଉପରେ ଲାଗିଥିବା କଟକଣାକୁ ନେଇ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ପ୍ରଶ୍ନ କରିଛନ୍ତି। କୋଭିଡ…

