ପଲସର୍ ଆଣିଲା ଧୂଆଁଧାର ଅଫର୍, ମାତ୍ର ଏତିକି ଟଙ୍କାରେ ମିଳିବ… ନୂଆଦିଲ୍ଲୀ,୩।୧୨: ବର୍ଷର ଶେଷ ମାସଗୁଡ଼ିକରେ, ଦୁଇଚକିଆ ଯାନ ନିର୍ମାତା ବାଜାଜ ଅଟୋ ପୁଣି ଥରେ ଏହାର ଲୋକପ୍ରିୟ ପଲସର ହାଟ୍ରିକ ଅଫରକୁ ଆରମ୍ଭ କରିଛି। ଦୀପାବଳି ଋତୁ ପରେ ମଧ୍ୟ ଚାହିଦା ଜାରି ରହିଥିବାରୁ, କମ୍ପାନୀ ଏହି ଅଫରକୁ ଦେଶବ୍ୟାପୀ...