ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି ଓ୍ବାଶିଂଟନ,୯।୧: ଆମେରିକାର ହ୍ବାଇଟ ହାଉସର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ସୋମବାର ଜଣେ ଡ୍ରାଇଭର ତାଙ୍କ କାର ସହିତ ରାଷ୍ଟ୍ରପତି ବାଇଡେନଙ୍କ ଘରର ବାହାର ଫାଟକ ଦେଇ ପ୍ରବେଶ କରିଥିଲେ। ସିକ୍ରେଟ ସର୍ଭିସ ନିଶ୍ଚିତ କରିଛି…