ବଢୁଛି ବାଘୁଆ ଜଳଭଣ୍ଡାର ଜଳସ୍ତର, ତଥାପି ସ୍ଥିତି ନଗଣ୍ୟ ବୁଗୁଡ଼ା,୧୮ା୯(କାଳୀଚରଣ ଦାଶ): ଏଇ କିଛି ଦିନ ହେଲା ଲଗାତର ଭାବେ ବର୍ଷା ହେବାରୁ ଏଠାକାର ବାଘୁଆ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୯୧୩.୧୮ ହେକ୍ଟର ମିଟର ଜଳ ଗଚ୍ଛିତ ଥିବା ଜଣାଯାଇଛି। ୩୧୦୦ ହେକ୍ଟର ମିଟର…