ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍ କିଣିବାକୁ ଥିଲେ… ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍ ନେବେ ନା ସିଏନଜି (CNG) କାର୍? ବିଶେଷକରି ଯେତେବେଳେ ବଜେଟ ୧୦ ଲକ୍ଷ ଟଙ୍କାରୁ କମ ଥାଏ, ଏହି ନିଷ୍ପତ୍ତି…