ରାସ୍ତାରେ ଅଟୋ ଚଳାଇ ଚର୍ଚ୍ଚାରେ ଏହି ଯୁବତୀ, କହିଲେ କାର୍ ଚଳାଇବା ମୋର ନିଶା, ହେଲେ ବଜେଟ୍ ନ ଥିବାରୁ… ଜଣେ ଯୁବତୀ ନିଜର ଦୃଢ଼ ଇଚ୍ଛାଶକ୍ତି ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହି ଯୁବତୀ ଜଣକ ହେଉଛି ସଫୁରା, ଯିଏ କି ବେଙ୍ଗାଲୁରୁର ବ୍ୟସ୍ତବହୁଳ ରାସ୍ତାରେ ଅଟୋ ଚଳାଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ…