ଇନ୍ଦୋରରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ କମେଣ୍ଟ, ରାଜନୀତି ହେଲାଣି ସରଗରମ ଇନ୍ଦୋର,୨୬।୧୦: ଗୁରୁବାର ସକାଳେ ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତାରେ ଜଣେ ବ୍ୟକ୍ତି ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ କମେଣ୍ଟ କରିଥିଲେ। ଖେଳାଳିମାନେ ମହିଳା କ୍ରିକେଟ ବିଶ୍ୱକପ ପାଇଁ ଭାରତରେ ଥିଲେ। ଅଭିଯୁକ୍ତ ମୋଟରସାଇକେଲ ଚଢ଼ି ସେମାନଙ୍କ ପାଖ ଦେଇ ଚାଲିଯିବା ବେଳେ…