ଯେକୌଣସି ମୂହୁର୍ତ୍ତରେ LoC ଉପରେ ଆକ୍ରମଣ କରିପାରେ ଭାରତ…ପାଲଟା ଧମକ ଦେଲା ପାକିସ୍ତାନ ନୂଆଦିଲ୍ଲୀ,୬।୫: ପହଲଗାମ ଆକ୍ରମଣକୁ ନେଇ ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ଦାବି କରିଛନ୍ତି। ଭାରତ ଯେକୌଣସି ସମୟରେ LoC ଉପରେ ଆକ୍ରମଣ କରିପାରେ। ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ…