ସିମନବାଡ଼ିରେ ଏଟିଏମ୍ ଅଚଳ: ନିରାଶ ହୋଇ ଫେରୁଛନ୍ତି ଉପଭୋକ୍ତା
ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଏଟିଏମ୍ ଗତ ୩ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସିମନବାଡ଼ି ପଞ୍ଚାୟତବାସୀଙ୍କ ସମେତ ବାଡ଼ାବାଙ୍ଗା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ...


