ସ୍କୁଲ ଖୋଲିଲେ ଏଲନ ମସ୍କ, ପଢିପାରିବେ ସାରା ବିଶ୍ୱର ପିଲା, ଘଣ୍ଟାକୁ ଫି ରହିଛି… ଓ୍ବାଶିଂଟନ,୭।୭: ଆଜିକାଲି ସ୍କୁଲଗୁଡ଼ିକରେ ପାଠପଢ଼ା ସମ୍ପର୍କରେ ଅନେକ ପ୍ରକାରର ପରୀକ୍ଷଣ କରାଯାଉଛି। ପିଲାମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବା ପାଇଁ ଖେଳ ଏବଂ ମଜା ଭଳି ଉପାଦାନ ଯୋଡାଯାଉଛି। ଏହା ସହିତ, ବର୍ତ୍ତମାନ ତତ୍ତ୍ୱ ଶିକ୍ଷା ଅପେକ୍ଷା ବ୍ୟବହାରିକ ଶିକ୍ଷା ଉପରେ...