କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି (ଡିସ୍ପ୍ରୋପୋର୍ସନେଟ ଆସେଟ୍ସ) ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ…