ଏକରୁ ଅଧିକ ବିବାହ କଲେ ହେବ ୭ ବର୍ଷ ଜେଲଦଣ୍ଡ ଗୁଆହାଟୀ,୨୮।୧୦: ଆସାମ ସରକାର ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି। ସୋମବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ବହୁବିବାହକୁ ନିଷିଦ୍ଧ କରିଛନ୍ତି। ନୂତନ ଆଇନରେ ଏକାଧିକ ବିବାହ...