ହୋଟେଲରୁ ମିଳିଲା DSPଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା…
ବୋଙ୍ଗାଇଗାଁଓ(ଆସାମ),୨୩।୧୦: ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ହୋଟେଲ ରୁମ୍ରୁ ଜଣେ ଡିଏସ୍ପିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଅଧିକାରୀ ଜଣକ ଖାର୍ଗେଶ୍ୱର ରାଭା ବୋଲି ଜଣାପଡିଛି। ଖାର୍ଗେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ରେ DSP ଭାବେ କାର୍ଯ୍ୟରତ ଥିଲେ। ହେଲେ ତାଙ୍କ ମୃତ୍ୟୁର…

