ହାସ୍ୟଅଭିନେତା ଅସରାନୀଙ୍କ ମୃତ୍ୟୁ: ୮୪ ବର୍ଷ ବୟସରେ ଛାଡ଼ିଲେ ଶେଷ ନିଶ୍ୱାସ ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ରଜଗତର ପ୍ରସିଦ୍ଧ ହାସ୍ୟଅଭିନେତା ଓ ଅଭିନେତା ଅସରାନୀ (ଗୋବର୍ଧନ ଅସରାନୀ) ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନର ରୋଗ ସହ ଲଢ଼ିବା ପରେ ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। Dharitri –...