କାନ୍ଦିଲେ ପାକିସ୍ତାନ ଅଧିନାୟକ! ଏମିତି ରାଗ ଶୁଝାଇଲେ ଦୁବାଇ,୨୯।୯: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ଅପରେଶନ ସିନ୍ଦୂର ଯୋଗୁ ପୀଡିତ ପଡ଼ୋଶୀ ପାକିସ୍ତାନର କ୍ରିକେଟ ଦଳ ଅପରେଶନ ତିଲକ ଦ୍ୱାରା ଥରହର ହୋଇଯାଇଥିଲା। ଏହି ନିଶ୍ୱାସ ବନ୍ଦ କରି ଦେଲାଭଳି, ଧମନୀରେ ବହୁଥିବା ଗରମ ରକ୍ତ...