ଏସିଆ କପ୍ ଫାଇନାଲରେ ହେବ ଟଙ୍କା ବର୍ଷା, ହାରିଲେ ବି ମିଳିବ କୋଟିକୋଟି ଟଙ୍କା! ଦୁବାଇ,୨୮।୯: ଏସିଆ କପ ୨୦୨୫ର ଫାଇନାଲ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ ଶୀଘ୍ର ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଟୁର୍ନାମେଣ୍ଟର ୪୧ ବର୍ଷର ଇତିହାସରେ ଏହା ପ୍ରଥମ ଥର ଯେ ଉଭୟ ଦଳ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ।...