ଅର୍ଜୁନ ତେନ୍ଦୁଲକର Net Worth କେତେ? ବାପାଙ୍କ ସମ୍ପତ୍ତି ଛାଡ଼ି କେଉଁଠୁ ସେ କରନ୍ତି କେତେ ରୋଜଗାର ନୂଆଦିଲ୍ଲୀ,୧୪।୮: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ନିର୍ବନ୍ଧ କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ସେ ମୁମ୍ବାଇର ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ରବି...