ତୀରନ୍ଦାଜୀ ପ୍ରତିଯୋଗିତା: କଳାହାଣ୍ଡିର ଛାତ୍ରୀଛାତ୍ର ଜିତିଲେ ୮ ସ୍ବର୍ଣ୍ଣ ପଦକ ଭବାନୀପାଟଣା,୨୮ା୯(ଉତ୍ତମ କୁମାର ଦାଶ):ସୁନ୍ଦରଗଡ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜୀ (୧୪ ଓ ୧୭ ବର୍ଷରୁ କମ୍ ବାଳିକା/ବାଳକ) ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ କଳାହାଣ୍ଡି...