ସ୍ବଦେଶୀ ମେସେଜିଂ ଆପ୍ ଆରାଟ୍ଟାଇ: ଡାଉନଲୋଡ୍ କଲେଣି ୭୫ ଲକ୍ଷ ନୂଆଦିଲ୍ଲୀ, ୬ା୧୦ (ପି.ଟି.): ଜୋହୋ କର୍ପୋରେଶନ ଦ୍ୱାରା ପ୍ରସ୍ତୁତ ମେଡ୍ ଇନ୍ ଇଣ୍ଡିଆ ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ‘ଆରାଟ୍ଟାଇ’କୁ ଶୁକ୍ରବାର ସୁଦ୍ଧା ୭୫ ଲକ୍ଷରୁ ଅଧିକ ୟୁଜର୍ସ ଡାଉନଲୋଡ୍ କରିଛନ୍ତି। ଏନେଇ ରବିବାର ଜୋହୋ କର୍ପୋରେଶନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର...