ସମୁଦ୍ରରେ ବଡ଼ ହଲଚଲ: ୧୫ଦିନରେ ୧୭ ରକେଟ୍ ମାଡ଼ କଲା ଭାରତ! ଟେନଶନରେ ପାକ୍ ନୂଆଦିଲ୍ଲୀ,୯।୭: ଶତ୍ରୁ ବୁଡ଼ାଜାହାଜକୁ ଧ୍ୱଂସ କରିବା ପାଇଁ DRDO ଏକ ସ୍ବଦେଶୀ ଆଣ୍ଟି-ସବମେରିନ ରକେଟ ବିକଶିତ କରିଛି। ଗତ 15 ଦିନ (23 ଜୁନ-7 ଜୁଲାଇ) ଧରି, ଭାରତୀୟ ନୌସେନା ଏହି ଏକ୍ସଟେଣ୍ଡେଡ ରେଞ୍ଜ ଆଣ୍ଟି-ସବମେରିନ ରକେଟ (ERASR) ର ସଫଳତାର…