Ant Trade: ଦେଶରେ ପିମ୍ପୁଡି ଚୋରା ଚାଲାଣର ବଡ଼ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ, ଗୋଟିଏ ପିମ୍ପୁଡିର ଦାମ୍ ୧୮୦୦୦ଟଙ୍କା କେନିଆ,୧୫।୪: ଭାରତରେ ଯେକୌଣସି କାନ୍ଥରେ କିମ୍ବା ମାଟିରେ ପିମ୍ପୁଡ଼ି ଦେଖିବା ସାଧାରଣ କଥା। ଭାରତରେ, ଯେତେବେଳେ ଲୋକମାନେ ସେମାନଙ୍କ ଘରେ ପିମ୍ପୁଡ଼ି ଦେଖନ୍ତି, ସେମାନେ ପ୍ରାୟତଃ ସେମାନଙ୍କୁ ଦଳିି ମାରିଦିଅନ୍ତି। ଆପଣ କେବେ ଭାବିଛନ୍ତି କି, ଅନେକ ସ୍ଥାନରେ ପିମ୍ପୁଡ଼ି...