ଖୁବଶୀଘ୍ର ହେବ ଆଉ ଏକ ଯୁଦ୍ଧ, ସେନା ମୁଖ୍ୟଙ୍କ ବଡ଼ ଚେତାବନୀ ନୂଆଦିଲ୍ଲୀ,୧୦।୮: ‘ଆମେ କଳ୍ପନା କରୁଥିବା ପରବର୍ତ୍ତୀ ଯୁଦ୍ଧ ଖୁବ ଶୀଘ୍ର ହୋଇପାରେ…’ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏକ ଚାଞ୍ଚଲ୍ୟକର ଚେତାବନୀ ଦେଇଛନ୍ତି। ଏହା ସହିତ, ସେ କହିଛନ୍ତି ଯେ ‘ଆମକୁ ସେହି ଅନୁସାରେ ପ୍ରସ୍ତୁତ ହେବାକୁ...