ଆଜି ବଡ଼ ଘୋଷଣା କରିବେ ବିରୋଧି, ଜାଣନ୍ତୁ କିଏ ସେହି ଆନ୍ନାଦୁରାଇ ଯିଏ ଅଛନ୍ତି ରେସରେ ସବୁଠୁ ଆଗରେ ନୂଆଦିଲ୍ଲୀ,୧୯।୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ, NDA ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। କିନ୍ତୁ ବିରୋଧୀ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଆଶା କରାଯାଉଛି ଯେ ଅଗଷ୍ଟ ୧୯ ତାରିଖରେ ଇଣ୍ଡିଆ ମେଣ୍ଟ ନିଜର ପ୍ରାର୍ଥୀ ଘୋଷଣା...