ଆପକୁ ଲାଗିଲା ଜବରଦସ୍ତ ଝଟକା, ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ନେତା କହିଲେ… ଚଣ୍ଡିଗଡ଼,୧୯।୭: ପଞ୍ଜାବ ଖରାର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅନମୋଲ ଗଗନ ମାନ, ଯାହାଙ୍କୁ ପୂର୍ବରୁ ମନ୍ତ୍ରୀ ପଦରୁ ହଟାଯାଇଥିଲା, ସେ ଏବେ ତାଙ୍କ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତି କୁଲତାର ସିଂହ ସନ୍ଧୱାନଙ୍କୁ ଶୀଘ୍ର ତାଙ୍କ…