ବିଶ୍ୱକପ୍ ଫାଇନାଲରେ ସଞ୍ଜୁଙ୍କ ଧମାକା: ପ୍ରଥମ ଓଭରରେ ଛକା ମାରି ରଚିଲେ ନୂଆ ଇତିହାସ ନୂଆଦିଲ୍ଲୀ,୮।୩: ଭାରତୀୟ ଉଇକେଟକିପର ବ୍ୟାଟର ସଞ୍ଜୁ ସାମସନ ଟି୨୦ ବିଶ୍ୱକପ୍ ୨୦୨୬ ଫାଇନାଲରେ ଏକ ଚମତ୍କାର ଛକା ମାରି ନିଜ ଇନିଂସ ଆରମ୍ଭ କରିଛନ୍ତି। ଏହା ସହିତ ତାଙ୍କ ନାମରେ ଏକ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ…