ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ‘ଆନିମଲ’ର ଝଲକ ମୁମ୍ବାଇ: ରଣବୀର କପୁର ତାଙ୍କର ଆଗାମୀ ମୁଭି ‘ଆନିମଲ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତା ତାଙ୍କ ଫିଲ୍ମରୁ ବହୁତ ଆଶା ରଖିଛନ୍ତି। ରଣବୀର କପୁରଙ୍କ ପୂର୍ବ ଚଳଚ୍ଚିତ୍ର ବକ୍ସ ଅଫିସରେ ଅଧିକ କିଛି କରିପାରି ନଥିଲା ସେଥିପାଇଁ ଏଥର...