ଆମେରିକା ରପ୍ତାନି ହେଉଛି ଅନୁଗୁଳ ଲେମ୍ବୁ: ମାଲାମାଲ ହେଉଛନ୍ତି କୃଷକ ଅନୁଗୋଳ,୨୬ା୮: ଓଡ଼ିଶାର ଅନୁଗୋଳ ଜିଲାରୁ ଲେମ୍ବୁ ଆମେରିକାକୁ ରପ୍ତାନି ହେଉଛି। ଚଳିତ ମାସରେ ତିନି ପର୍ଯ୍ୟାୟରେ ପ୍ରାୟ ଏକ ଲକ୍ଷ ଲେମ୍ବୁ ଆମେରିକାକୁ ପଠାଯାଇଛି। ସ୍ଥାନୀୟ ବଜାରରେ ଗୋଟିଏ ଲେମ୍ବୁ ୨୦-୩୦ ପଇସାରେ ବିକ୍ରି ହେଉଥିବା ବେଳେ ଓଡ଼ିଶା ଗ୍ରାମୀଣ ବିକାଶ…