ବସ ଧକ୍କାରେ ଘଟଣାସ୍ଥଳରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ବାଲେଶ୍ୱର,୭।୭: ବାଲେଶ୍ୱର ଜିଲାର ଔପଦା ବ୍ଲକ ଅନ୍ତର୍ଗତ ଅଘିରାପଦା ପଞ୍ଚାୟତର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କର ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ମହିଳା ହେଉଛନ୍ତି କୁନ୍ତଳା ପ୍ରଧାନ (୪୦)। ସୂଚନା ଅନୁଯାୟୀ, କୁନ୍ତଳା ନୀଳଗିରିକୁ ଟ୍ରେନିଂ ପାଇଁ...