ଯୌନ ନିର୍ଯାତନା ମାମଲା: ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କଠାରୁ ସମସ୍ତ ରାଜକୀୟ ଉପାଧି ଛଡ଼ାଇନେଲେ କିଙ୍ଗ୍ ଚାର୍ଲ୍ସ ବକିଂହାମ,୩୧।୧୦: ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ (King Charles III) ତାଙ୍କ ସାନ ଭାଇ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କଠାରୁ ବାକି ଥିବା ସମସ୍ତ ରାଜକୀୟ ଉପାଧି, ସମ୍ମାନ ଏବଂ ସୁବିଧା ଛଡ଼ାଇ ନେଇଛନ୍ତି। ଏଥିସହ ତାଙ୍କୁ ୱିଣ୍ଡସରରେ ଥିବା ସରକାରୀ ବାସଭବନ...