ସୋସିଆଲ୍ ମିଡିଆ ଉପରେ ବ୍ୟାନ ଲଗାଇବ ଭାରତର ଏହି ରାଜ୍ୟ! ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ନୂଆଦିଲ୍ଲୀ,୨୨ା୧: ସମଗ୍ର ବିଶ୍ୱରେ ସୋସିଆଲ ମିଡିଆ କବଳରେ ଲୋକମାନେ ରୁନ୍ଧି ହୋଇଗଲେଣି। ଯେତେ ଚେଷ୍ଟା କଲେ ମଧ୍ୟ ଏଥିରୁ ଦୁରେଇ ରହିବା ସମ୍ଭବ ହେଉନାହିଁ। ଏହାର ପ୍ରଭାବରେ ବିଶେଷ କରି ସ୍କୁଲ୍, କଲେଜରେ ଥିବା ବିଦ୍ୟାର୍ଥୀମାନଙ୍କର ପାଠପଢା ପ୍ରଭାବିତ ହେଉଛି। ଏହାକୁ…